ନୂଆଦିଲ୍ଲୀ : ଇରାନରେ ଫସିଥିବା ଭାରତୀୟଙ୍କ ପାଇଁ ଅପରେସନ ସିନ୍ଧୁ ଆରମ୍ଭ କରାଯାଇଛି । ଏହି ଅପରେସନ ଅଧୀନରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରାଯାଉଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଭାରତୀୟମାନଙ୍କୁ ସୁରକ୍ଷା ଦେବା ପାଇଁ ଦେଶ ଏହି ଅପରେସନ ଆରମ୍ଭ କରିଛି । ପ୍ରଥମ ପର୍ୟ୍ୟାୟରେ ସୁରକ୍ଷିତ ଭାବେ ୧୧୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ।
Popular Categories



