www.samajalive.in
Monday, December 8, 2025
24.1 C
Bhubaneswar

ସିଏନଜି କାରରେ ବିସ୍ଫୋରଣ ; ଜଣ ମୃତ ଓ ୫ ଗୁରୁତର

ଗୁଡଗାଓଁ : ହରିୟାଣାର ଗୁଡଗାଓଁରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଦ୍ବାରା ଏକ ବାଣ ଗୋଦାମ ଜଳି ଯାଇଥିବା ସୂଚନା ମିଳିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଅଘଟଣ ଗୁଡଗାଓଁର ଖଡିପୁର ଶିଳ୍ପାଞ୍ଚଳରେ ଘଟିଛି ।

- Advertisement -

ସମାଚାର ଏଜେନ୍ସି ଏଏନଆଇ ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବାଣ ଗୋଦାମ ନିକଟରେ ଥିବା ଏକ ସିଏନଜି ଚାଳିତ କାରରେ ବିସ୍ଫୋରଣ ଘଟି ବାଣ ଗୋଦାମକୁ ନିଆଁ ବ୍ୟାପି ଯାଇଥିଲା । ପ​‌ରେ ଚାହୁଁ ଚାହୁଁ ଏହି ନିଆଁ ସ୍ଥାନୀୟଅଞ୍ଚଳକୁ ମଧ୍ୟ ବ୍ୟାପିଥିଲା। ନିଆଁରେ ଜଳି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଚିକତ୍ସା ପାଇଁ ଆହତଙ୍କୁ ମଧ୍ୟ ନିକଟସ୍ଥ ମେଡିକାଲକୁ ପଠାଇଛି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories