www.samajalive.in
Saturday, December 6, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ

ଆରଡି : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର  ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭୋର ୪ଟାରେ ଦ୍ବାରଫିଟା ନୀତି ସହ ମଧ୍ଯାହ୍ନ ୨ଟା ସୁଧା ସମସ୍ତ ସକାଳ ଧୂପ(ନୀତିକାନ୍ତି) ସରିବା ପରେ ୫୧ଜଣ ସେବାୟତ ମନ୍ଦିର ଠାରୁ ୧କିମି ଦୂର ବୈତରଣୀନଦୀକୁ ଯାଇ ବୁଡ ପକାଇବା ସହ ୫୧ ଗୋଟି ପିତ୍ତଳ କଳସରେ ପାଣି ଉଠାଇ ବାବାଙ୍କ ପାଖରେ ପହଁଚିବା ପରେ ବ୍ରାହ୍ମଣଙ୍କ ବେଦପାଠରେ ଜଳକୁ ସୁବାସିତ କରାଯାଇ ବାବାଙ୍କୁ ମହାସ୍ନାନ କରାଯାଇଥିଲା। ପରେ ପାର୍ଶ୍ବ ଦେବାଦେବୀଙ୍କୁ ମହାସ୍ନାନ କରାଯାଇ  ସଂଧ୍ଯାରେ ବାବାଙ୍କୁ  ବଡସିଂହାର ବେଶରେ ସଜିତ କରାଯାଇ ଭକ୍ତଙ୍କ ଦର୍ଶନ ନିମନ୍ତେ ସାହଣମେଲା କରାଯାଇଥିଲା।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories