www.samajalive.in
Sunday, December 14, 2025
23.1 C
Bhubaneswar

ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ/ଟିକାବାଲି: କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଶା ମୁକ୍ତ କଲେଜ କ୍ୟାମ୍ପସ କରିବା ପାଇଁ ଛାତ୍ରଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା ସଂକଳ୍ପ କରିଥିଲେ। ଅଧ୍ୟାପକ ବନମାଳୀ ବେହରା, ନରେନ୍ଦ୍ର ଦିଗାଲ, ରତନ ଦିଗାଲ, ସୁରଜ ସାସମଲ, ଅଧ୍ୟାପିକା ମୀରାମ୍ବିକା ତାଙ୍କ ବକ୍ତବ୍ୟରେ ନିଶାମୁକ୍ତ କ୍ୟାମ୍ପସ ପାଇଁ ଯୁବସମାଜର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଏବଂ ନିଶାସକ୍ତ ଜୀବନ ଏକ କଳଙ୍କିତ ଜୀବନ ଯାହା ସମାଜକୁ ନଷ୍ଟ କରିଦିଏ। ଛାତ୍ର ଵିଶାଲ ନାୟକ, ସିଦ୍ଧାର୍ଥ ବଳିୟାର ସିଂ, ଛାତ୍ରୀ ଚନ୍ଦ୍ରିକା ବଗର୍ତି, ଅଲିଶା ଦିଗାଲ ତାଙ୍କ ବକ୍ତବ୍ୟରେ ଯୁବ ସମାଜ ସଂସ୍କାର ସମ୍ପନ୍ନ ହେଲେ ଗୋଟିଏ ସମାଜ ସଂସ୍କୃତି ସମ୍ପନ୍ନ ହୋଇପାରିବ ବୋଲି ମତ ଦେଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories