www.samajalive.in
Monday, December 8, 2025
27.1 C
Bhubaneswar

ମୋବାଇଲ ଲୁଟେରା ଗିରଫ

ସମ୍ବଲପୁର: ସମ୍ବଲପୁର ଦେଇ ଯାତାୟାତ କରୁଥିବା ଜଗଦଲପୁର – ରାଉରକେଲା ଏକ୍ସପ୍ରେସର ଜଣେ ଯାତ୍ରୀଙ୍କ ଠାରୁ ଝାରସୁଗୁଡାରୁ ସମ୍ବଲପୁର ଷ୍ଟେସନ ମଧ୍ୟରେ ୬ ତାରିଖରେ ଏକ ମୋବାଇଲ ଚୋରି ହୋଇଯାଇଥିଲା। ଏଣୁ ପିଡିତ ଅଭିଯୋଗ କରିବାରୁ ଜିଆରପି ଥାନାରେ ମାମଲା ସଂଖ୍ୟା ୨୨/୨୦୨୩ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଏ ସର୍ମ୍ପକରେ ଝାରସୁଗୁଡାର ନିବାସୀ ଆକାଶ ବାରିକ (୨୭) ଓ ଆକାଶ ନାଗ (୨୧) ନାମକ ୨ ଜଣ ଚୋରଙ୍କୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି ଏବଂ ଚୋରି ମୋବାଇଲ ଉଦ୍ଧାର କରିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories