ଗୁରୁଡ଼ିଝାଟିଆ: ମତ୍ସ୍ୟପୁର ରେଳଷ୍ଟେସନ ନିକଟସ୍ଥ ଏକ ମୌଜାରୁ ଖୁଣ୍ଟୁଣୀ ବନବିଭାଗ ପକ୍ଷରୁ ଆଜି ଅପରାହ୍ନରେ ୧୫ବସ୍ତା କାଠକୋଇଲା ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ନିଳମାଧବ ସାହୁଙ୍କ ନେତୃତ୍ୱରେ ବନପାଳ ଓ ବନରକ୍ଷୀମାନେ ଚଢାଉ କରି କାଠ କୋଇଲା ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ।
Popular Categories



