ସମ୍ବଲପୁର: ସମ୍ବଲପୁରର ଧନୁପାଲି ଥାନାଞ୍ଚଳରୁ ଜଣେ ନାବାଳିକା ଗତ ୪ ତାରିଖରେ ନିଖୋଜ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ସମୟରେ ନାବାଳିକାକୁ ଉଦ୍ଧାର କରିଛି। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ତଥା ବଲାଙ୍ଗୀର ଜିଲା ଟାଉନ ଥାନା ଅନ୍ତର୍ଗତ ବରପାଲିପଡ଼ା ନିବାସୀ ଶିବ ବଡଚାଡ (୧୯)ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଛି।
Popular Categories



