www.samajalive.in
Monday, December 8, 2025
13.1 C
Bhubaneswar

ସ୍ଥିତି ନିରୀକ୍ଷଣ କଲେ ଜିଲ୍ଲାପାଳ           

ରେଙ୍ଗାଲିକ୍ୟାମ୍ପ: ଚଳିତ ୠତୁର ଧାନ ସଂଗ୍ରହକୁ ସୁଚାରୁ ରୂପେ ଓ ସୁରକ୍ଷିତ ଭାବେ ପରିଚାଳନା କରିବାକୁ ଦୃଷ୍ଟିରେ ରଖି ନୂତନ ଭାବେ ଯୋଗଦାନ କରିଥିବା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଅତାବିରା ଆରଏମସିର ବିଭିନ୍ନ ମାର୍କେଟ ୟାର୍ଡ ଗୁଡ଼ିକ ପରିଦର୍ଶନ କରି ମାର୍କେଟର ସ୍ଥିତିକୁ ନିରୀକ୍ଷଣ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ତଦାରଖ କରିଥିଲେ। ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସଠିକ ଭାବେ ଓ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଦିଗରେ ଦୃଷ୍ଟି ଦେବା ପାଇଁ ସମ୍ପାଦକ ଡୋଳାମଣି ପୁରୋହିତ ଓ ଉପସ୍ଥିତ ଆର ଏମ ସି କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅତାବିରା ମାର୍କେଟ, ଗୋଡ଼ଭଗା, ଲରମ୍ଭା, କାଦୋବାହାଲ ମାର୍କେଟ ଗୁଡିକୁ ପରିଦର୍ଶନ କରିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories