www.samajalive.in
Sunday, December 7, 2025
16.1 C
Bhubaneswar

କୁଇସମାଜ ସେବା ସମିତି ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କୁଇସମାଜ ସେବା ସମିତି ଫୁଲବାଣୀ ତରଫରୁ କନ୍ଧମାଳ ଜିଲ୍ଲାର ସମାଜ ସେବୀ ଦ୍ୱୟଙ୍କ ପାଇଁ କୁଇସମାଜ ମୁଖ୍ୟ କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସୂଚନା ପ୍ରକାରେ କୁଇ ସମାଜ ସେବା ସମିତି, ଫୁଲବାଣୀ ପକ୍ଷରୁ କନ୍ଧମାଳ ଜିଲ୍ଲାର ପ୍ରଥମ ଡାକ୍ତର ମେଦିନୀଶ୍ଵର ମଲିକଙ୍କ ପୁତ୍ର ଚକାଡୋଳା ମଲିକ ଏବଂ ବୋହୂ ପ୍ରମିଳା ମଲିକଙ୍କ ପରଲୋକ ହୋଇଯାଇଛି। ସ୍ଵାମୀ ଚକାଡୋଳା ମଲିକ ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଇହଲୀଳା ସମ୍ବରଣ କରିଥିବା ବେଳେ ତାଙ୍କର ସ୍ତ୍ରୀ ପ୍ରମିଳା ମଲିକ ଜାନୁଆରୀ ୧୩ ତାରିଖ ଶନିବାର ଦିନ ଇହଲୀଳା ସମ୍ବରଣ କରିଥିଲେ। ଫୁଲବାଣୀ କୁଇ ସମାଜ ପକ୍ଷରୁ  ଉଭୟ ଦମ୍ପତ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories