www.samajalive.in
Saturday, December 6, 2025
26.1 C
Bhubaneswar

ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଭବାନୀପାଟଣା: ଗତ ୨୫ ବର୍ଷ ଧରି କଳାହାଣ୍ଡି ଜିଲ୍ଲାରେ ଘୁମୁରା ଉତ୍ସବ ପାଳନ କରାଯାଉଛି। ଜିଲ୍ଲା ସାଂସ୍କୃତିକ ପରିଚୟ ଘୁମୁରା ପାଇଁ ଇତିମଧ୍ୟରେ ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀ ପ୍ରତିଷ୍ଠା ହେଇଛି। ତେବେ ୨୬ ତମ ଘୁମୁରା ଉତ୍ସବ ଅବସରରେ ସ୍ଥାନୀୟ ଜେଲଖାନା ଛକରେ ଏକ ସ୍ବତନ୍ତ୍ର ଘୁମୁରା ତାଲିମ କେନ୍ଦ୍ର ଉଦଘାଟିତ ହେଇଛି। ରାଜ୍ୟ ସଂସ୍କୃତି ବିଭାଗ ଆନୁକଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆରମ୍ଭ ହେଇଥିବା ମାଁ ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ରକୁ ଜିଲ୍ଲାପାଳ ପି,ଅନ୍ୱେଷା ରେଡ୍ଡୀ ଉଦଘାଟନ କରିଥିଲେ। ଏହି କେନ୍ଦ୍ରରେ ୩୦ ଜଣ ଶିକ୍ଷାର୍ଥୀଙ୍କୁ ଘୁମୁରା ଗୁରୁ କୈଳାସ ଚନ୍ଦ୍ର ସିଂହ ଏବଂ ଚୈତନ୍ୟ ରାଉତ ଘୁମୁରା ତାଲିମ ଦେବେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories