www.samajalive.in
Saturday, December 6, 2025
23.1 C
Bhubaneswar

ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ

ସାକ୍ଷୀଗୋପାଳ – ସତ୍ୟବାଦୀ ଠାରେ ଅବସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଚଳିତ ଶିକ୍ଷାବର୍ଷ ଠାରୁ ଶିକ୍ଷାଦନ ଆରମ୍ଭ ହୋଇଅଛି l ପାଠ ପଢ଼ାକୁ ଏକବର୍ଷ ନ ପୁରୁଣୁ ଅନେକ ସମସ୍ୟା ସୃଷ୍ଟି ହୋଇଅଛି ଏବଂ ଅସନ୍ତୋଷ ବୃଦ୍ଧି ପାଉଛି ।

ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ବାରମ୍ବାର ବଦଳି ସାଙ୍ଗକୁ ହଷ୍ଟେଲ ରହିବା, ଖାଇବାର ରେ ମଧ୍ୟ ଅନେକ ସମସ୍ୟାକୁ ନେଇ ଛାତ୍ରଛାତ୍ରୀ ନେଇ ଅଭିଯୋଗ କରିଛନ୍ତି l ଏହି ସମସ୍ୟାକୁ ନେଇ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଶ୍ଵବିଦ୍ୟାଳୟରୁ ବଦଳି ହୋଇଥିବା ପ୍ରାକୃତିକ ଭାଷା ସଂଶୋଧନ ବିଭାଗର ଅଧ୍ୟାପକ ଅନନ୍ତ କିଶୋର ଜେନାଙ୍କୁ ପୁନର୍ବାର ନ ଫେରାଇ ଆଣିବା ପର୍ୟ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories