www.samajalive.in
Saturday, December 13, 2025
21.1 C
Bhubaneswar

ଆଜି ରିଲିଜ ; ‘ସନାତନୀ’ ଓ ‘ମିଶିରି’

ଭୁବନେଶ୍ବର : ଫ୍ରାଇଡେ ରିଲିଜରେ ଆଜି ମୁକ୍ତିଲାଭ କରୁଛି ଦୁଇଟି ଓଡ଼ିଆ ସିନେମା “ସନାତନୀ” ଓ” ମିଶିରି”। “ସନାତନୀ” ୨୨ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ  “ମିଶିରି” ୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି।
ସିନେ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଏହା ବହୁ ପ୍ରତୀକ୍ଷିତ ସିନେମା। “ସନାତନୀ” ସିନେମାର କାହାଣୀ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ବାସୁଦେବ ବରାଡ଼ ଦେଇଛନ୍ତି। ସିନେମାର ସଂଳାପ ମାନସ ରଞ୍ଜନ ସାମଲ ଓ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି।
ଅନ୍ୟପକ୍ଷେ ” ମିଶିରି” ଏକ ରୋମାଣ୍ଟିକ ସିନେମା। ଏହାର ହୃଦୟସ୍ପର୍ଶୀ କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଲାଗିବ।କାହାଣୀ ପରେ ଭିନ୍ନ ମୋଡ଼ ନଉଛି। ଏହା ଯୁବପିଢିଙ୍କୁ ବେଶ ପସନ୍ଦ ଆସିବ ବୋଲି ସ୍ଥିତ ପଟ୍ଟନାୟକ କହିଛନ୍ତି।
ନିର୍ମଲ ଜୈସୱାଲଙ୍କ ପ୍ରଯୋଜନା, ଲେଖକ ଭାବେ ଶିବା, ନିର୍ଦ୍ଦେଶକ ଭାବେ ଶିଶିର ଓ ପିନାକୀ ଅଛନ୍ତି।
“ସନାତନୀ” ସିନେମାରେ ନାୟକ ଭାବେ ସମ୍ବିତ ଓ ନାୟିକା ଭାବେ ଅର୍ଲିନ ଅଙ୍କିତା ଅଛନ୍ତି। ଅନ୍ୟ ଭୂମିକାରେ ପପି ସାନ୍ତୁକା, ଗୁଡୁ, ଜଗନ୍ନାଥ, ଗୋପାଳ ପ୍ରକାଶ, ବବୁଲ ପ୍ରମୁଖ ଅଭିନୟ କରିଛନ୍ତି। “ସନାତନୀ” ସିନେମାଟି ଧର୍ମାନ୍ତି କରଣକୁ ନେଇ ବିବାଦରେ ଥିଲା କିନ୍ତୁ ପ୍ରଯୋଜନା ସଂସ୍ଥା ଏହାକୁ ଖଣ୍ଡନ କରିଛି।

ଏଥର ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ପ୍ରଭୁ ଶିବଶଙ୍କର, ହେବେ ଭାଗ୍ୟଶାଳୀ

ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା; ୧୮ ଲକ୍ଷ ମହିଳା ପାଇବେ

- Advertisement -

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories