ଭାଷା ସଂଶୋଧ ବିଲ୍‌ ପାରିତ

0

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ମଙ୍ଗଳବାର ଓଡ଼ିଶା ଭାଷା ସଂଶୋଧ ବିଲ୍‌ ପାରିତ ହୋଇଛି । ଗୃହରେ ବାଚନିକ୍‌ ଭୋଟ ମାଧ୍ୟମରେ ଓଡ଼ିଶା ଭାଷା ସଂଶୋଧନ ବିଲ୍‌-୨୦୧୮ ପାରିତ ହୋଇଛି । ଏହି ବିଧେୟକ ଅନୁସାରେ ଏଣିକି ସରକାରୀ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷାରେ କାର୍ଯ୍ୟ ହେବ । ଓଡ଼ିଆ ଭାଷା ବ୍ୟବହାର ନକଲେ ସରକାରୀ କର୍ମଚାରୀ ଦଣ୍ଡିତ ହେବେ ଓ ଓଡ଼ିଆ ଭାଷା ବ୍ୟବହାରକାରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଏଥିରୁ ବ୍ୟତିକ୍ରମ ହେଲେ ଦଣ୍ଡ ମିଳିବ ।

Leave A Reply