www.samajalive.in
Saturday, December 6, 2025
26.1 C
Bhubaneswar

‘ନୋ ୱାର ଅନ୍‍ ଇରାନ’-ଟ୍ରମ୍ପଙ୍କ ବିରୋଧରେ ଜୋରଦାର ବିକ୍ଷୋଭ

ସମାଜ ଡିଜିଟାଲ ଡେସ୍କ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ ଜୋରଦାର ହୋଇଛି । ନ୍ୟୁୟର୍କ ରାଜରାସ୍ତାରେ ବିକ୍ଷୋଭ ବେଳେ ‘ନୋ ୱାର ଅନ୍‍ ଇରାନ’ ପୋଷ୍ଟର ଧରି ନାରାବାଜି କରିଛନ୍ତି ସାଧାରଣ ଜନତା । ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକା ସେନା ଆକ୍ରମଣ ପରେ ଟ୍ରମ୍ପଙ୍କୁ ବିରୋଧ ଆରମ୍ଭ ହୋଇଛି । ସମଗ୍ର ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ପ୍ରତିବାଦ ଓ ବିକ୍ଷୋଭ କରାଯାଉଛି । ଇରାନ ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିଶ୍ୱ ଦୁଇଟି ଗୋଷ୍ଠିରେ ବିଭକ୍ତ ହୋଇଛି । କିଛି ଦେଶ ଏହି କାର୍ଯ୍ୟାନୁଷ୍ଠାନକୁ ଯର୍ଥାଥ କହିଥିବା ବେଳେ କିଛି ଦେଶ ଏହାକଚ ନିନ୍ଦା କରିଛନ୍ତି । ସାରା ବିଶ୍ୱରେ ପ୍ରତିବାଦର ସମ୍ଭାବନା ଥିବାରୁ ଆମେରିକା ନିଜ ଦେଶର ନାଗରିକଙ୍କ ପାଇଁ ସୁରକ୍ଷା ସତର୍କତା ଜାରି କରିଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories