ନୂଆଦିଲ୍ଲୀ : “ଜେମ୍ସ ବଣ୍ଡ୍” ଫିଲ୍ମ ଫ୍ରାଞ୍ଚାଇଜର ୨୫ତମ ହଲିଉଡ ଚଳଚ୍ଚିତ୍ର ‘ନୋ ଟାଇମ୍ ଟୁ ଡାଏ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ରିଲିଜ ହୋଇଥିବା ଏହି ପୋଷ୍ଟରରେ ହଲିଉଡର ସୁପଷ୍ଟାର ଅଭିନେତା ଡାନିଏଲ୍ କ୍ରେଗ୍ଙ୍କୁ ‘ବଣ୍ଡ୍ ଲୁକ୍’ରେ ଦେଖିବାକୁ ମିଳିଛି। କାରି ଜୋଜି ଫାକୁନାଗା ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ବହନ କରୁଥିବାବେଳେ ଡ୍ୟାନ ରୋମର ଏଥିରେ ସଙ୍ଗିତ ନିର୍ଦେଶନାର ଗୁରୁଦାୟିତ୍ବ ବହନ କରୁଛନ୍ତି। ଏହି ଚଳଚ୍ଚିତ୍ର ୨୦୨୦ ଏପ୍ରିଲ୍ ୦୮ରେ ମୁକ୍ତିଲାଭ କରିବ।
Popular Categories



