www.samajalive.in
Friday, December 12, 2025
23.1 C
Bhubaneswar

ସକାଳ ୯ଟା – ମୁଖ୍ୟ ସମ୍ବାଦ

(୧) ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ୍‌ ଆଜି ଗୋଟିଏ ଦିନ ପାଇଁ ବାତିଲ
– ଗତକାଲି ସର୍ଲା ନିକଟରେ ମଇଁଷିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା ଏହି ମେମୁ ଟ୍ରେନ୍‌
(୨) ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସାଂସଦ ମହୁଆ ମୈତ୍ରଙ୍କ ସଦସ୍ୟତା ରଦ୍ଦ ପାଇଁ ଲୋକସଭା ସଦାଚାର କମିଟିର ସୁପାରିସ୍‌
(୩) ହରିୟାଣାରେ ଚଳନ୍ତା ବସ୍‌ରେ ନିଆଁ ଲାଗି ୨ ମୃତ, ଅନେକ ଗୁରୁତର
(୪) ଜମ୍ମୁ କାଶ୍ମୀର ସୋପିଆନର କାଥୋହାଲନ ଅଞ୍ଚଳରେ ଶ୍ରୀନଗରରେ ସୁରକ୍ଷା ବଳ – ଆତଙ୍କବାଦୀ ମୁହାଁମୁହିଁ
– ଜଣେ ଆତଙ୍କବାଦୀ ମୃତ
(୫) ସମ୍ବଲପୁର ସମଲେଶ୍ବରୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ
(୬) ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା
(୭) ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ନଭେମ୍ବର ୨୨ରୁ ବିଧାନସଭା ଆଗରେ ଧାରଣା ଦେବେ ଘରୋଇ ବସ ମାଲିକ ସଙ୍ଘ
– ଡିସେମ୍ବର ୧ରୁ ବସ ଧର୍ମଘଟ
(୮) ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ, ନଭେମ୍ବର ୨୦ରୁ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି
(୯) ଗବେଷଣା ସନ୍ଦର୍ଭ କପି ଘଟଣାରେ ଓଡିଆ ଅଧ୍ୟାପିକା ରୀନା ମୁର୍ମୁଙ୍କ ଡକ୍ଟରେଟ ଉପାଧି ପ୍ରତ୍ୟାହାର କଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ
(୧୦) ଆଜିଠୁ ଭୁବନେଶ୍ବରରେ ୨ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ
– ବିଷୟବସ୍ତୁ ରହିଛି – ଆଧୁନିକ ଯୁଗର ଆହ୍ବାନ ନିମନ୍ତେ ପ୍ରାଚୀନ ଶସ୍ୟ ମିଲେଟସ୍
(୧୧) ବିଶ୍ୱକପ କ୍ରିକେଟରେ ଆଜି ନ୍ୟୁଜିଲାଣ୍ଡ – ଶ୍ରୀଲଙ୍କା ମୁକାବିଲା

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories