www.samajalive.in
Sunday, December 14, 2025
14.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ଆଶୀର୍ବାଦ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନାଥ ପିଲା ପାଇବେ ସହାୟତା
୨. ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥାରେ ହେଉଛି ଉନ୍ନତି, ଖୁବ ଶୀଘ୍ର ହେବେ ଡିସଚାର୍ଜ
୩. ଆସନ୍ତାକାଲିଠୁ କୋଭିଡ ପ୍ରତିଷେଧକ ଟିକାକରଣ ହେବ ଜୋରଦାର, ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣାରେ ଟିକା
୪. ଆସନ୍ତାକାଲିଠୁ ରାଜ୍ୟରେ ଦୈନିକ ୩ଲକ୍ଷ କୋଭିଡ ପ୍ରତିଷେଧକ ଟିକା ଦେବ ସ୍ୱାସ୍ଥ୍ୟ ବିଭାଗ
୫. ଏଥର ବି ଭକ୍ତ ଶୂନ୍ୟ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଶ୍ରୀଜିଉଙ୍କ ଯାତ୍ରା ଓ ନୀତିକାନ୍ତି ପାଇଁ ଧାର୍ଯ୍ୟ ହେଲା ନୀତି ନିର୍ଘଣ୍ଟ
୬. ପୋଲସରା ରାଇମାଳ ଜଙ୍ଗଲରେ ଭୋଜିକୁ କେନ୍ଦ୍ର କରି ଗଣ୍ଡଗୋଳ – ଜଣେ ମୃତ, ୩ ଗୁରୁତର
୭. ବ୍ରାହ୍ମଣ ନ ହୋଇଥିଲେ ବି ମନ୍ଦିରରେ ପୂଜକ ହୋଇପାରିବେ, ତାମିଲନାଡୁ ସରକାରଙ୍କ ନିଷ୍ପତ୍ତି
୮. ବିଶ୍ୱ କପ ୭ ଫାଇନାଲ, ଭାରତ ୨୧୭ ରନ୍‌ରେ ଅଲଆଉଟ୍
୧୦. ଶ୍ରୀଜିଉଙ୍କ ଯାତ୍ରା ଓ ନୀତିକାନ୍ତି ଧାର୍ଯ୍ୟ – ସ୍ନାନଯାତ୍ରା ପାଇଁ ରାତି ୧ଟାରେ ମଙ୍ଗଳାର୍ପଣ;୪ଟା ପର୍ଯ୍ୟନ୍ତ ପହଣ୍ଡି, ହାତୀ ବେଶ ଦିନ ୧୧ଟାରୁ ୧୨ଟା ମଧ୍ୟରେ ହେବ ସମ୍ପନ୍ନ,ସନ୍ଧ୍ୟା ୫ଟାରୁ ୮ଟା ମଧ୍ୟରେ ଶେଷ ହେବ ବାହୁଡ଼ା ପହଣ୍ଡି; ଗୁଣ୍ଡିଚା ଦିନ ସକାଳ ୮ଟା ୩୦ରେ ପହଣ୍ଡି; ଅପରାହ୍ନ ୨ଟାରେ ଛେରା ପହଁରା; ୩ଟାରୁ ରଥ ଟଣା, ବାହୁଡ଼ା ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ପହଣ୍ଡି; ୪ଟାରେ ରଥ ଟଣା

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories