www.samajalive.in
Saturday, December 6, 2025
23.1 C
Bhubaneswar

ସକାଳ ୧୦ଟା ମୁଖ୍ୟ ଖବର

-ନୂଆପଡ଼ା ଥାନା ଗୋଲବନ୍ଧ ଗାଁରେ ମାଓ ହିଂସା : ବିଟ୍‌ ହାଉସ ଉଡ଼ାଇଲେ ମାଓବାଦୀ…..

-ତେଲେଙ୍ଗାନାରେ ଭୂକମ୍ପ: ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଥିବା ସୂଚନା…..

- Advertisement -

-ମାଲକାନଗିରି : ନିର୍ବାଚନ ହିଂସା ଓ ମାଓ ଦମନ ପ୍ରସଙ୍ଗ; ଓଡିଶା ସମେତ ୪ ରାଜ୍ୟକୁ ନେଇ ସ୍ବତନ୍ତ୍ର ବୈଠକ…..

-୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ : ଆତ୍ମ ସମର୍ପଣ ପରେ ବେଲ୍‌ରେ ଗଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

-ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ : ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ;ବଜାର ରାସ୍ତା ସମସ୍ୟା ସହିତ ବାଇପାସ ରାସ୍ତା ନିର୍ମାଣ ଦାବି : ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ସହିତ ଯାନବାହନ ଚଳାଚଳ ବନ୍ଦ ଥିବା ସୂଚନା ….

– ଗ୍ରୀସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମମନ୍ତ୍ରୀଙ୍କ ଏହା ଗ୍ରୀସ୍‌ ଗସ୍ତ….

-ସାରା ରାଜ୍ୟରେ ବଢ଼ୁଛି ଡେଙ୍ଗୁ : ରୋଗୀଙ୍କ ସଂଖ୍ୟା ୨୭ ଶହ ଟପିଲା; ପୁରୀ ୨୭୦, କଟକ ୧୭୩ ଜଣ, ଖୋର୍ଦ୍ଧାରୁ ସର୍ବାଧିକ ୧୩୩୨ ଜଣ, ବାଲେଶ୍ବର ୨୪୮ ଜଣ, ଜଗତସିଂହପୁରରୁ ୧୫୬ ଜଣ, ନୟାପଲ୍ଲୀ ଅଞ୍ଚଳରୁ ୧୧୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା….

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories