www.samajalive.in
Friday, December 12, 2025
19.1 C
Bhubaneswar

ସକାଳ ୯ଟା – ମୁଖ୍ୟ ଖବର

– ସମ୍ବଲପୁର ଘଟଣାର ଫେସବୁକରେ ପୋଷ୍ଟ ପରେ ଭଦ୍ରକ ଚୂଡ଼ାକୁଟି ପଞ୍ଚାୟତରେ ଉତ୍ତେଜନା, ଘଟଣାସ୍ଥଳରେ ୨ ପ୍ଲାଟୁନ ପୁଲିସ ମୁତୟନ
– ଆଜି ପରୀକ୍ଷା ପାଇଁ ସମ୍ବଲପୁରରେ ପରୀକ୍ଷାର୍ଥୀଙ୍କ ଲାଗି ସକାଳ ୭ଟା ୩୦ରୁ ୧୦ଟା ୩୦ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବା ନେଇ ସୂଚନା
– ପରୀକ୍ଷାର୍ଥୀଙ୍କୁ ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିବ ପ୍ରଶାସନ
– ଉତ୍ତରପ୍ରଦେଶରେ ମାଫିଆ ଡନ୍‌ ଆତିକ ଓ ଭାଇ ଆଶ୍ରଫ ହତ୍ୟା ଘଟଣାରେ ଗୁଳି ଚଳାଇଥିବା ୩ ସୁଟର ଲୁଭଲେଶ ତିୱାରୀ, ସନ୍ନି ଓ ଅରୁଣ ମୌର୍ଯ୍ୟ ଗିରଫ
– ଉତ୍ତରପ୍ରଦେଶର ସମସ୍ତ ଅଂଚଳରେ ଧାରା ୧୪୪ ଜାରି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜରୁରୀ ବୈଠକ
-ସାମ୍ବାଦିକ ବେଶରେ ଆସି ଗୁଳି କରିଥିବା ସୂଚନା, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
– ପ୍ରୟାଗରାଜରେ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ୍‌ ବନ୍ଦ, ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ
– ସମ୍ବଲପୁର ପଥର ମାଡ଼ ଓ ହିଂସା ଘଟଣାରେ ୪୯ ଜଣଙ୍କୁ ଗିରଫ କରିଛି ପୁଲିସ, ପଥର ମାଡ଼ ଘଟଣାରେ ୨୬ ଓ ଭଙ୍ଗାରୁଜା ପୋଡ଼ାଜଳା ପାଇଁ ୨୩ ଗିରଫ
– ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ
– ଝାରସୁଗୁଡ଼ା ଉପନିର୍ବାଚନ ଦୃଷ୍ଟିରୁ ସହରରେ ଫ୍ଲାଗମାର୍ଚ କଲା ପୁଲିସ
– ଆସନ୍ତାକାଲି ଠାରୁ ପୁଣି ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପାଠପଢ଼ା, ସକାଳ ୬ଟା୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ
– ଆଜି ୧୨ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା, ଗ୍ରୀଷ୍ମ ଲହରୀ ପାଇଁ ୯ଟି ଜିଲ୍ଲାକୁ ସତର୍କତା
– ଦିଲ୍ଲୀ ମଦ ନୀତି ମାମଲାରେ ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories