www.samajalive.in
Sunday, December 14, 2025
14.1 C
Bhubaneswar

ବିଡ଼ିଓଙ୍କ କାର୍ଯ୍ୟକୁ ପ୍ରଶଂସା, ୩୦ ମିନିଟରେ ଦେଲେ ଜାତିଗତ ପ୍ରମାଣପତ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ ନୂଆଗାଁ ଗୋଷ୍ଠୀ ଉନୟନ ଅଧିକାରୀ ଜୟଦେବ ଦାସ ନିଜ ଦାୟିତ୍ୱ ତୁଲାଇବା ସହିତ ଉକ୍ତ ବ୍ଳକରେ କୌଣସି ତହସିଲ୍‌‌ଦାର ନଥିବା ଯୋଗୁଁ ସେ ଅତିରିକ୍ତ ତହସିଲଦାର ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ଏଭଳି ସ୍ଥଳେ ଦୁର୍ଗମ ବାଲିଗାଡ଼କ୍ଷ ଗ୍ରାମର ଛାତ୍ରୀ ମାଲିକ ତାମିଲନାଡୁରେ ପିଜି ପଢିବା ପାଇଁ ଜାତିଗତ ପ୍ରଣାମପତ୍ର ଆବେଦନ କରିଥିଲେ। ଅନଲାଇନ ମାଧ୍ୟମରେ ଆବେଦନ କରିବାର ଗତକାଲି ଶେଷ ତାରିଖ ରହିଥିଲା ଫଳରେ ଏହି ସମସ୍ୟା ସଂପର୍କରେ ଛାତ୍ରୀଙ୍କ ବାପା ଅନୁରୁଦ୍ଧ ପ୍ରଧାନ ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ବିଡ଼ିଓ ଶ୍ରୀ ଦାସଙ୍କୁ ଜଣାଇବା ସହିତ ସେ ନିଜ ଗ୍ରାମକୁ ଫେରି ଯାଇଥିଲେ। ବିଡିଓ ସମସ୍ୟା ବୁଝିପାରି ଆବେଦନ କରିବାର ମାତ୍ର ୩୦ ମିନିଟ ମଧ୍ୟ୍ୟରେ ଜାତିଗତ ପ୍ରଣାମ ପତ୍ର ପ୍ରସ୍ତୁତ କରିବା ସହିତ ନିଜେ ଦୁର୍ଗମ ବାଲିଗାଡ଼ା ଗ୍ରାମକୁ ଯାଇ ଛାତ୍ରୀ ଇତିନା ପ୍ରଧାନଙ୍କୁ ପ୍ରଦାନ କରିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories