ମାଓ ଦମ୍ପତ୍ତି ଗିରଫ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ଗୁଡ଼େମରୁ ହାର୍ଡ଼କୋର ମାଓ ଦମ୍ପତ୍ତି ଗିରଫ ହୋଇଥିବା ଗୁରୁବାର ଜଣାପଡ଼ିଛି। ପୁଲିସ ବିଶେଷ ସୂତ୍ରରୁ ଉକ୍ତ ମାଓ ଦମ୍ପତ୍ତିଙ୍କ ସୂଚନା ପାଇଥିଲା। ଏହାପରେ ପୁଲିସ ଅତର୍କିତ ଭାବେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା। ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧୀକ ମାମଲା ରହିଥିବା ନେଇ ପୁଲିସ ଠାରୁ ସୂଚନା ମିଳିଛି।

Comments are closed.