ସମ୍ବଲପୁର/ବରଗଡ: ଧାନ ବିକ୍ରିରେ ଟୋକନ ବ୍ୟବସ୍ଥାକୁ ଚାଷୀମାନେ ବିରୋଧ କରିଥିବା ରବିବାର ଜଣାପଡ଼ିଛି। ବିରୋଧକୁ ନେଇ ଚାଷୀମାନେ ବରଗଡ଼ ଜିଲା ଗୋଡ଼ଭଗା ଠାରେ ବିଶାଳ ଚାଷୀ ସମାବେଶ କରିଛନ୍ତି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲାର ଚାଷୀ ଏକାଠି ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ଧାନ କିଣା ହେବାର ସାତ ଦିନ ପୂର୍ବରୁ ଲାଗୁ ହୋଇଥିବା ଟୋକନ ବ୍ୟବସ୍ଥାକୁ ଚାଷୀମାନେ ବିରୋଧ କରୁଛନ୍ତି।
Popular Categories



