www.samajalive.in
Sunday, December 14, 2025
26.1 C
Bhubaneswar

ବୁଢ଼ା ଅମରନାଥ ଯାତ୍ରାରେ ପଶ୍ଚିମ ପ୍ରାନ୍ତ ସଂଯୋଜକ ସୁଧିର ବହିଦାର ସମ୍ବର୍ଦ୍ଧିତ

ସମ୍ବଲପୁର: ବଜରଙ୍ଗ ଦଳ ପକ୍ଷରୁ ପ୍ରତି ବର୍ଷ ରାଷ୍ଟ୍ରୀୟ ସାହାସିକ ଯାତ୍ରା ‘ବୁଢ଼ା ଅମରନାଥ ଯାତ୍ରା’ ଆୟୋଜିତ ହୋଇଥାଏ। ଏହି କ୍ରମରେ ଚଳିତ ବର୍ଷ ଏହି ଯାତ୍ରା ୫ ଦିନରେ ଜାମ୍ମୁର ଭଗବତୀ ନଗର ଠାରେ ପହୁଞ୍ôଚଛି। ୫ମ ଦିବସର ସକାଳ ୫ଟାରେ ଆୟୋଜିତ ଯାତ୍ରାର ଉଦଘାଟନ ସମାରୋହରେ କର୍ଣ୍ଣଲ ରଜୁଅଶ ଅଗୋଡି ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ସଂଯୋଜକ ନୀରଜ ଜୀ ଦାନୋରିଆ ଓ ଓଡ଼ିଶା ପଶ୍ଚିମପ୍ରାନ୍ତ ସଂଯୋଜକ ଇଂ ସୁଧିର ରଞ୍ଜନ ବହିଦାର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଯାତ୍ରାରେ ୫ଟି ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ ଭକ୍ତ ସାମିଲ ହୋଇଥିଲେ। ପୁଞ୍ଜ ଠାରେ ଯାତ୍ରା ପହଞ୍ଚିବା ପରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଝାରଖଣ୍ଡ ପ୍ରାନ୍ତ ସଂଯୋଜକ ଦୀପକ ମୌତି ଓ ପଶ୍ଚିମପ୍ରାନ୍ତ ଓଡ଼ିଶାର ସଂଯୋଜକ ଇଂ ସୁଧିରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଯାତ୍ରା ଦଳ ବୁଧବାର ବୁଢ଼ା ଅମରନାଥ ବାବାଙ୍କ ଦର୍ଶନ କରି ପୁର୍ନବାର ଜାମ୍ମୁକୁ ୨୪ ତାରିଖରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ସୁଧିର ବହିଦାର ଜଣାଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories