ସମ୍ବଲପୁର: ସମ୍ବଲପୁର ଜିଲା କଂଗ୍ରେସ କମିଟୀର କାର୍ଯ୍ୟାଳୟରେ ବୁଧବାର ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ସନ୍ଧ୍ୟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ସଦସ୍ୟ ନିରଞ୍ଜନ ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଏହି ଅବସରରେ ବକ୍ତା ମାନେ କ୍ରାନ୍ତି ଦିବସ ପାଳନର ମହତ୍ୱ ଉପରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଚନ୍ଦ୍ରକାନ୍ତ ମହାନ୍ତି, ସୁରଞ୍ଜିନୀ ବାରିକ, ଗୋବିନ୍ଦ ମିଶ୍ର, ପ୍ଲାବନ ବହିଦାର, ଗିରିଶ ଚନ୍ଦ୍ର ପୃଷେଠ, ଜୟରାମ ବନିଆଁ, ଦିନବନ୍ଧୁ ପରିଡ଼ା, ଭିଷ୍ମ ପ୍ରସାଦ ସ୍ୱାଇଁ, ନିୟତୀ ସେନ, ସୀମା ନାୟକ, ରିଚାର୍ଡ କୁଲ, କୈଳାଶ ଅଗ୍ରୱାଲ, ମହମ୍ମଦ ଜୁବେର, ମହମ୍ମଦ ସଲିମ, ସେଖ ସଜ୍ଜୁ, ଜାକିର ହୁସେନ, ସଦାନନ୍ଦ ବରାଡ, ସଞ୍ଜୀବ ସୁନା ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



