www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ପୁରୀ ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ..

ରାଜଧାନୀରେ ପୁଲିସକୁ ଛୁରାମାଡ
ମଞ୍ଚେଶ୍ୱରଥାନା ଚକେଇସିଆଣି ଶ୍ରୀରାମନଗର ଅଞ୍ଚଳର ଘଟଣା..

- Advertisement -

ଛୁରାମାଡରେ ଜଣେ ପୁଲିସ କନେଷ୍ଟବଳ ଆହତ
ଗଣ୍ଡଗୋଳ ଖବର ପାଇ ତଦନ୍ତ କରିବାକୁ ଯାଇଥିଲା ପୁଲିସ..

ଦଶହରାରେ ୨ ରାଜଯୋଗ ସହ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଭାଗ୍ୟ ବଦଳିଯିବ, ମିଳିବ ଧନ, ହେବ ବିବାହ..

ତିରୁପତି ଲଡୁ ବିବାଦ: ତଦନ୍ତ ପାଇଁ ଗଠନ ହେବ ନୂଆ ଏସଆଇଟି
ନୂଆ ଏସଆଇଟି ଗଠନ କରିବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ
ପୂର୍ବରୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ବଦଳରେ ନୂଆ ଏସଆଇଟି ତଦନ୍ତ କରିବ..

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ

ସମ୍ବଲପୁର: ସମ୍ବଲପୁର ଜେଲରେ ଚଢ଼ାଉ, ଭୋର ପ୍ରାୟ ୪ଟାରେ ଚଢ଼ାଉ କଲା ପୁଲିସ, ବିପୁଳ ଗୁଟଖା, ଖଇନି ଓ ଲାଇଟର ଜବତ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଥିବା ଚଢ଼ାଉରେ ଅତିରିକ୍ତ ଏସପି, ଏସଡିପିଓ ସାମିଲ..

ରାଜଧାନୀରେ ଆତଙ୍କରାଜ; ହର୍ଣ୍ଣ ମରାକୁ ନେଇ ପୁଲିସକୁ ଛୁରାମାଡ..

ଉତ୍ତରପ୍ରଦେଶରେ ବଡ଼ ଦୁର୍ଘଟଣା: ଟ୍ରକ ଓ ଟ୍ରାକ୍ଟର ଧକ୍କାରେ ୧୦ ଶ୍ରମିକ ମୃତ, ୫ରୁ ଅଧିକ ଆହତ..

ସୁନ୍ଦରଗଡ଼ ଜିଲା ପାଟମୁଣ୍ଡା ଗାଁର ହରଚଣ୍ଡା ସାହିରେ ହାତୀ ଆକ୍ରମଣ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ..

ହେଜବୋଲ୍ଲା ମୁଖ୍ୟ ନସରଲ୍ଲାର ଉତ୍ତରାଧିକାରୀ ସାଫିଦିନ ନିହତ, ବେରୁତରେ ଇସ୍ରାଏଲ ଏୟାରଷ୍ଟ୍ରାଇକରେ ସାଫିଦିନ ପ୍ରାଣ ହରାଇଥିବା ସୂଚନା, ଗତ ସପ୍ତାହରେ ନସରଲ୍ଲାକୁ ନିପାତ କରିଥିଲା ଇସ୍ରାଏଲ..

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories