ରାଜଧାନୀରେ ଆତଙ୍କରାଜ; ହର୍ଣ୍ଣ ମରାକୁ ନେଇ ପୁଲିସକୁ ଛୁରାମାଡ..

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ପୁଲିସ କର୍ମଚାରୀଙ୍କୁ ଛୁରାମାଡ ଘଟଣା ଶୁକ୍ରବାର ହଇଚଇ ସୃଷ୍ଟି କରିଛି । ତଦନ୍ତ ପାଇଁ ଆସିଥିବା ପିସିଆର୍‌ କର୍ମଚାରୀଙ୍କୁ ଛୁରାମାଡ ହୋଇଛି। ମଞ୍ଚେଶ୍ୱର ଥାନା ଚକେଇସିଆଣି ଶ୍ରୀରାମ ନଗରରେ ଛୁରାମାଡ ହୋଇଛି । ଗାଡି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ପୁଲିସ ପହଞ୍ଚିବା ପରେ ଦୁର୍ବୃତ୍ତ ଛୁରାମାଡ କରିଛନ୍ତି। ଏଥିରେ ଜଣେ ପୁଲିସ କନେଷ୍ଟବଳ ଆହତ ହୋଇଛନ୍ତି। ଦଶହରାରେ ୨ ରାଜଯୋଗ ସହ ଅଦ୍ଭୁତ … Continue reading ରାଜଧାନୀରେ ଆତଙ୍କରାଜ; ହର୍ଣ୍ଣ ମରାକୁ ନେଇ ପୁଲିସକୁ ଛୁରାମାଡ..