ଦଶହରାରେ ୨ ରାଜଯୋଗ ସହ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଭାଗ୍ୟ ବଦଳିଯିବ, ମିଳିବ ଧନ, ହେବ ବିବାହ..

ଚଳିତ ବର୍ଷ ଦଶହରାରେ ୨ଟି ରାଜଯୋଗର ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ଶନି ଓ ଶୁକ୍ର କ୍ରମଶଃ ଶଶ ରାଜଯୋଗ ଓ ମାଲବ୍ୟ ରାଜଯୋଗ ସୃଷ୍ଟି କରିବେ । ଏହି ରାଜଯୋଗ ୬ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇ ଦେବ । ଜାଣନ୍ତୁ.. ଅକ୍ଟୋବର ୧୩ରେ ଦଶହରା ପର୍ବ ପାଳନ କରାଯିବ । ୯ ଦିନ ପର୍ଯ୍ୟନ୍ତ ମା’ ଦୁର୍ଗା ଭକ୍ତଙ୍କ ଗହଣରେ ରହିବେ । ଏହି ଦିନ ରାବଣ ପୋଡି ଉତ୍ସବ ମଧ୍ୟ … Continue reading ଦଶହରାରେ ୨ ରାଜଯୋଗ ସହ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଭାଗ୍ୟ ବଦଳିଯିବ, ମିଳିବ ଧନ, ହେବ ବିବାହ..