ପାଟଣା: ପାଟଣା ବ୍ଲକ ବାଉଁଶୁଳି ଗ୍ରାମ ପଞ୍ଚାୟତ ଭଅଁରପୁର ଗ୍ରାମରେ ଥିବା ଜନସେବା କେନ୍ଦ୍ରରୁ ଗତରାତି ଚୋରି ହୋଇଥିବା ତୁରୁମୁଙ୍ଗା ଥାନାରେ ଜଣ ସେବା କେନ୍ଦ୍ର ମାଲିକ ନନ୍ଦକିଶୋର ମହାନ୍ତ ଏତାଲା ଦେଇଛନ୍ତି। କବାଟ ତାଡି ଚୋର ଜନସେବା କେନ୍ଦ୍ରରେ ଥିବା ଲାପଟପ, ଲାମିନେସନ ମେସିନ, ୫ ଟି ମୋବାଇଲ ଓ ଚାର୍ଜର ସହ ନଗଦ ୩ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



