www.samajalive.in
Sunday, December 7, 2025
23.1 C
Bhubaneswar

ଚାରିଫୁଟ ଲମ୍ବର ନାଗସାପ ଉଦ୍ଧାର

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ମହାରଣା ସାହି ମହେଶ୍ଵର ସାହୁଙ୍କ ଘରୁ ଚାରିଫୁଟ ଲମ୍ବର ଏକ ନାଗସାପ ଉଦ୍ଧାର ହୋଇଛି । ଶ୍ରୀ ସାହୁଙ୍କ ଘର କାନ୍ଥର ଏକ କଣାରେ ଉକ୍ତ ସାପଟି ରହିଥିବା ଜାଣି ସ୍ନେକ୍ ହେଲ୍ପ ଲାଇନ୍ କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା । ସ୍ନେକ୍ ହେଲ୍ପ ଲାଇନ୍ କର୍ମଚାରୀ ଆସି ସାପଟିକୁ ଉଦ୍ଧାର କରିଥିଲେ । ସାପ ଟିକୁ ଜଙ୍ଗଲରେ ଛାଡିବା ପାଇଁ କର୍ମଚାରୀ ଜଣକ ସାଙ୍ଗରେ ନେଇଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories