www.samajalive.in
Sunday, December 14, 2025
26.1 C
Bhubaneswar

କ୍ୟାରିୟରର ଶେଷ ବଲ୍‌ରେ  ୮୦୦ ତମ ଓ୍ୱିକେଟ ନେଇଥିଲେ ମୁଥିଆ ମୁରଲୀଧରନ

ଶ୍ରୀଲଙ୍କାର ଲୋକ ପ୍ରିୟ ବୋଲ ମୁଥିଆ ମୁରଲୀଧରନ ନିଜର କ୍ୟାରିଅରର ଶେଷ ବଲରେ ୮୦୦ତମ ଓ୍ୱିକେଟ ନେଇଛନ୍ତି । ତାହାପୁଣି ଅନ୍ତର୍ଜାତୀୟ ଓଡିଆ ଖେଳାଳୀ ପ୍ରଜ୍ଞାନ ଓଝାଙ୍କର ଓ୍ୱିକେଟ ।  ମୁଥିଆ ମୁରଲୀଧରଙ୍କୁ ମଙ୍ଗଳବାରରେ ୪୬ ବର୍ଷ ହୋଇଛି ।  ସେ ୧୭ ଏପ୍ରିଲ ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଶ୍ୱର ସବୁଠାରୁ ଦୃତତମ ୫୦୦, ୬୦୦ , ୭୦୦, ୮୦୦ ଓ୍ୱିକେଟ ନେଇଥିବା ଖେଳାଳୀ । ସେ ବିସ୍ୱର ସର୍ବାଧିକ ଓ୍ୱିକେଟ ନେଇଥିବା ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ । ସେ ୧୯୯୨ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ ନିଜର ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୩ରେ ଭାରତ ବିପକ୍ଷରେ ନିଜର ଦିନିକିଆ ଖେଳ ଆରମ୍ଭ କରିଥିଲେ । ୧୩୩ଟି ମ୍ୟାଚ ଖେଳି ସେ ୮୦୦ ଓ୍ୱିକେଟ ଗ୍ରହଣ କରିଥିଲେ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories