www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିରେ ଯୋଗ ଦେଲେ ପୂର୍ବତନ ଅଭିନେତ୍ରୀ  ମୌସୁମୀ ଚାଟାର୍ଜୀ

ନୂଆଦିଲ୍ଲୀ . –   ସତୁରୀ ଦଶକରେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ  ମୌସୁମୀ ଚାଟାର୍ଜୀ ବିଜେପିରେ ଯୋଗ ଦେଇଛନ୍ତି । ମୋସୁମୀ ବିଜେପିରେ ଯୋଗଦେବା ଅବସରରେ ବିଜେପିର ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ସହିତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜୟବର୍ଗୀୟ ପଶ୍ଚମିବଙ୍ଗ  ବିଜେପିର ପ୍ରଭାରୀ ଅଛନ୍ତି ।

ମୌସୁମୀ ଚାଟାର୍ଜୀ ୨୦୦୪ ମସିହାରେ କଂଗ୍ରେସ ଟିକେଟରୁ ଲୋକସଭା କୋଲକାତାର ଉତ୍ତର ପୂର୍ବ ଆସନରୁ ନିର୍ବାଚନ ଲଢିଥିଲେ । ମାତ୍ର ସେ ଏହି ନିର୍ବାଚନ ହାରି ଯାଇଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories