www.samajalive.in
Sunday, December 14, 2025
23.1 C
Bhubaneswar

ସକାଳୁ ଉଠି ଏହି କାମ କରିବା ଅନୁଚିତ

ରାତିରେ ଆମ ଶୋଇବା ବେଳେ ବିଛଣାକୁ ସଠିକ ଭାବେ ସଜାଡି ଶୋଇଥାଉ କିନ୍ତୁ ସକାଳେ ଉଠିବା ବେଳେ ବିଛଣାକୁ ସଜାଡି ନ ଥାଉ। ସକାଳେ ଆମ ଅଜାଣତରେ ଏପରି କିଛି ଭୁଲ ହୋଇଯାଏ ଯାହା ଦ୍ୱାରା ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଉ। ଏହି ଭୁଲର ପ୍ରଭାବ ଆମ ଜୀବନରେ ପଡିବା ଦ୍ୱାରା ସ୍ୱାସ୍ଥ୍ୟ,ଚାକିରୀ ଓ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାମ କରିବା ଅନୁଚିତ ….


ବିଛଣାକୁ ଅସଜଡା କରିବା: କିଛି ଲୋକ ସକାଳୁ ଉଠି ବିଛଣାକୁ ସଜାଡି ନଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କରିବା ଦ୍ୱାରା ଜୀବନରେ ରାହୁ ଗ୍ରହର କୁପ୍ରଭାବ ପଡିଥାଏ। ଏହାଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବା ସହ ଟଙ୍କା ପଇସାରେ ଅଭାବ ଦେଖାଦେଇଥାଏ।
ବିଛଣାରେ ବସି ଖାଇବା: ବିଛଣାରେ ବସି ଖାଇବା କିଛି ଲୋକଙ୍କ ଅଭ୍ୟାସ। ଏହାଦ୍ୱାରା ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ଯେଉଁ ମାନେ ଏପରି କରୁଛନ୍ତି ଅଭ୍ୟାସ ଯଥା ଶୀଘ୍ର ବଦଳାଇ ଦିଅନ୍ତୁ।

- Advertisement -

ବିଛଣାରୁ ଉଠି ଆଇନା ଦେଖିବା: ସକାଳୁ ଉଠିବା ମାତ୍ରେ ନିଜ ମୁହଁ ଆଇନାରେ ଦେଖିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଶୋଇବା ବେଳେ ନକାରାତ୍ମକ ଶକ୍ତି ଜାତ ହୋଇଥାଏ। ସକାଳୁ ଉଠି ଆଇନା ଦେଖିବା ଦ୍ୱାରା ତାର ପ୍ରଭାବ ଆମ ଉପରେ ପଡିଥାଏ। ତେଣୁ ଶୋଇବା ଘରେ ଖଟ ସାମନାରେ ଆଇନା ଲଗାଇବାକୁ ବାରଣ କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories