www.samajalive.in
Wednesday, December 10, 2025
14.1 C
Bhubaneswar

ଫେରାର ବିଧାୟକ ଅନନ୍ତ ସିଂହଙ୍କ ଭିଡିଓ ଜାରି; ୩-୪ ଦିନରେ କରିବେ ଆତ୍ମସମର୍ପଣ

ପାଟଣା: ବାସଭବନରୁ ଏକେ-୪୭ ଏବଂ ହାତ ତିଆରି ବୋମା ମିଳିବା ପରେ ଗିରଫ ଭୟରେ ଘରୁ ଫେରାର ହୋଇଥିବା ମୋକାମାର ବିଧାୟକ ବାହୁବଳୀ ଅନନ୍ତ ସିଂହ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି ଯେ, ଗିରଫ ହେବାର ଭୟ ନାହିଁ । ଆସନ୍ତା ୩-୪ ଦିନ ମଧ୍ୟରେ ମୁଁ ଆତ୍ମସମର୍ପଣ କରିବି। ମୁଁ ସେହି ଘରେ ୧୪ ବର୍ଷ ହେଲା ରହିଆସୁଛି । ଏକେ-୪୭ ରଖିବାର କୌଣସି ପ୍ରଶ୍ନ ଉଠୁନି ।

- Advertisement -

ସୂଚନାଯୋଗ୍ୟ, ଏକେ-୪୭ ଏବଂ ହାତ ତିଆରି ବୋମା ରଖିବା ଅଭିଯୋଗରେ ଗିରଫ ପାଇଁ ଶନିବାର ପାଟଣା ପୁଲିସ ତାଙ୍କ ଘରେ ପହଞ୍ଚିଥିଲେ। ସେହି ସମୟରେ ଅନନ୍ତ ସିଂହ ଘରର ପଛ ରାସ୍ତାରେ ଫେରାର ହୋଇ ଯାଇଥିଲେ । ତାଙ୍କ ସରକାରୀ ବାସଭବନରୁ ଅନନ୍ତର ସହଯୋଗୀ ଛୋଟନକୁ ପୁଲିସ ଗିରଫ କରି ନେଇଥିଲା । ଗିରଫ ଛୋଟନ ନାମରେ ହତ୍ୟାକାଣ୍ଡ ଭଳି ୨୨ଟି ମାମଲା ରହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories