www.samajalive.in
Saturday, December 6, 2025
23.1 C
Bhubaneswar

ଜଙ୍ଗଲ ନିଆଁ ପ୍ରତିକାର ସମ୍ପର୍କିତ କର୍ମଶାଳା

ମୋହନା : ମୋହନା ଗ୍ରାମବାସୀ ଓ ଅଞ୍ଚଳର ଜନସାଧାରଣଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲର ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ଓ ସ୍ଲୋଗାନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଛନ୍ତି। ଗ୍ରୀଷ୍ମ ରୁତୁ ଆଗମନ କାରଣରୁ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ଜଙ୍ଗଲରେ ନିଆଁ ଲଗାଇବା ନାହିଁ, ଜଙ୍ଗଲ ସୁରକ୍ଷା, ଆମର ଦିକ୍ଷା, ରହିଲେ ବନ ବଞ୍ଚିବେ ଜନ, ନିଆଁ ଲାଗିଗଲେ ହେବେ ନିଶ୍ଚିନ୍ନ, ବନ୍ୟ ପଶୁପକ୍ଷୀ ଆମ ସମ୍ପଦ, ସେମାନେ ନଥିଲେ ଆସେ ବିପଦ, ନିଆଁ ଲାଗିବା ଦ୍ୱାରା ପରିବେଶ ପ୍ରଦୁଷିତ ହେବ, ଔଷଧୀୟ ବୃକ୍ଷ ନଷ୍ଟ ହେବା, ବନ୍ୟପ୍ରାଣୀଙ୍କ ଜୀବନ ମୃତାହତ ହେବା, କାଜୁ, ଆମ୍ବ, ପଣଶ ଆଦି ଫଳନ୍ତି ବୃକ୍ଷ ନଷ୍ଟ ହେବ ଆଦି ସଚେତନତା ମୂଳକ ନାରାବାଜି କରି ଜନସାଧାରଣ ଏ ଦିଗରେ ସହାୟକ ହୁଅନ୍ତୁ ବୋଲି ଅନୁରୋଧ କରିଥିଲେ। ଏହି ଶୋଭାଯାତ୍ରାରେ ବନାଞ୍ଚଳ ଅଧିକାରୀ କଳ୍ପନା ନାୟକ, ବନପାଳ ପ୍ରଶାନ୍ତ ବେହେରା, ବନକ୍ଷେତ୍ର କର୍ମଚାରୀ ସନ୍ତୋଷ କୁମାର ବିଷୋୟୀ ରତ୍ନ, ଅଭିରାମ ମହାନ୍ତି ଓ ଜଙ୍ଗଲ ନିଆଁ ପ୍ରତିରୋଧ ବାହିନୀ ସାମିଲ ଥିଲେ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories