www.samajalive.in
Sunday, December 14, 2025
23.1 C
Bhubaneswar

ଧସିଲା ପଥର ଖାଦାନ; ୮ମୃତ, ୪ ନିଖୋଜ

ନୂଆଦିଲ୍ଲୀ: ମିଜୋରାମର ହନଠିଆଲ ଜିଲ୍ଲାରେ ବଡ଼ ଧରଣର ଅଘଟଣ ଘଟିଛି । ପଥର ଖାଦାନ ଧସିବାରୁ ୧୨ଜଣ ଶ୍ରମିକ ଚାପି ହୋଇଯାଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ସମସ୍ତ ଉଦ୍ଧାର ୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ୪ଜଣ ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ଶ୍ରମିକଙ୍କ ଶରୀରର କିଛି ଅଂଶ ଠାବ କରାଯାଇଥିବା କୁହାଯାଇଛି । ହେଲେ ସେମାନଙ୍କୁ ମୃତଦେହ ଉଦ୍ଧାର ହୋଇପାରିନାହିଁ । ଏବେ ବି ଜଣେ ଶ୍ରମିକଙ୍କ ପତ୍ତା ମିଳିନାହିଁ । ଉଦ୍ଧାରକାରୀ ମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।  ସମସ୍ତ ଶ୍ରମିକ ମାନେ ବିହାରର ବୋଲି ସୂଚନା ମିଳିଛି । ଶ୍ରମିକମାନଙ୍କ ଉଦ୍ଧାରକାର୍ଯ୍ୟରେ ଏସଡିଆରଏଫ୍, ବିଏସଏଫ୍ ଓ ଆସାମ ରାଇଫଲ୍ ନିୟୋଜିତ ହୋଇଛନ୍ତି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories