www.samajalive.in
Friday, December 5, 2025
23.1 C
Bhubaneswar

ରୋଷେଇ ଘରେ କରନ୍ତୁନି ଏଭଳି ଭୁଲ୍‌…

ନୂଆଦିଲ୍ଲୀ: ଆମ ଦୈନ୍ୟନ୍ଦିନ ଜୀବନରେ ଆମେ ଅନେକ ଜିନିଷକୁ ଆମ ଅଭ୍ୟାସରେ ପରିଣତ କରିଥାଉ। କିନ୍ତୁ ତାହା ଆମ ପାଇଁ କେତେ ଯେ , ବିପଦ ହୋଇଥାଏ । ତାହା ଆମେ ଜାଣିପାରୁନା। ଆଜିକାଲି ସମସ୍ତେ ଆମେ ରୋଷେଇ ଘରେ ଡଷ୍ଟବିନ୍ ରଖୁଛେ। କିନ୍ତୁ ଏହା କରିବା ଦ୍ଵାରା ଆମେ ଋଣରେ ବୁଡି ରହିଥାଏ। ଏଥିପାଇଁ ଯେତେ ସମ୍ଭବ ଏହାକୁ ରୋଷେଇ ଘର ବାହାରେ ରଖନ୍ତୁ।  ରୋଷେଇ ଘର କାନ୍ଥର ରଙ୍ଗ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ । ରଙ୍ଗ ମଧ୍ୟରେ ନୀଳ , ସବୁଜ ଏବଂ ଧଳା ନକରିବା ଭଲ। ରୋଷେଇ ଘର କାନ୍ଥର ରଙ୍ଗ ଆପଣ ହଳଦିଆ, ନାରଙ୍ଗୀ ଏବଂ ଅଫ୍ ହ୍ବାଇଟ୍ ରଙ୍ଗ କରିପାରିବେ। ରୋଷେଇ ଘର ପାଖରେ ବାଥରୁମ୍ କରନ୍ତୁନାହିଁ। ଏପରି କରିବା ଦ୍ଵାରା ସ୍ଵାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ। ଏପରିକି ସବୁବେଳେ ରୋଷେଇ ଘରେ ଥିବା ପାଣି କଳକୁ ବନ୍ଦ ରଖନ୍ତୁ , ନଚେତ୍ ଘରେ ଆର୍ଥିକ ଅନଟନ ଦେଖାଦେବ। ଖାଦ୍ୟ ଖାଇ ସାରିବା ପରେ କଦାପି ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ରୋଷେଇ ଘର ମା ଲକ୍ଷ୍ମୀଙ୍କର ବାସସ୍ଥାନ, ତେଣୁ ଏହାକୁ ସର୍ବଦା ସଫା ରଖିବା ଉଚିତ୍। ନଚେତ୍ ଏସବୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories