www.samajalive.in
Thursday, December 11, 2025
13.1 C
Bhubaneswar

୨ ମାସ ହେଲା ନାବାଳିକା ନିଖୋଜ, ଏସପିଙ୍କୁ ଭେଟିଲେ ପରିବାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କଖାରୁଝୋଲା ଜୋରସାହିର ୧୩ ବର୍ଷର ନାବାଳିକା ଝିଅ ଗତ ୨ ମାସ ହେଲାଣି ଅପହରଣ ହୋଇଥିବା ତା ବାପା ମା’ ଚକାପାଦ ଥାନାରେ ଲିଖିତ ଅଭିଯୋଗ କଲା ପରେ ଏବଂ ବାରମ୍ବାର ଜି. ଉଦୟଗିରି ଏସ୍‌‌ଡ଼ିପିଓଙ୍କୁ ସାକ୍ଷାତ କରିବା ପରେ ମଧ୍ୟ କୌଣସି ସାହାଯ୍ୟ ମିଳି ପାରୁନାହିଁ ଓଲଟା ଚକାପାଦ ଥାନା ଅଧିକାରୀ ତାଙ୍କ ବାପା ମାଙ୍କୁ ବାରମ୍ବାର ଥାନାକୁ କାହିଁକି ଆସୁଛ କହୁଥିବା ଅଭିଯୋଗ କରିଛନ୍ତି। ଝିଅର ବାପା ମା ଆଜି ଯୁବ ନେତା ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ କନ୍ଧମାଳ ଏସପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି ଓ ଏସପି ଏହାକୁ ଗୁରୁୂତ୍ୱର ସହିତ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories