www.samajalive.in
Saturday, December 6, 2025
15.1 C
Bhubaneswar

ଦୁଗ୍ଧ ସହିତ ଏହାକୁ ମିଶାଇ ପିଅନ୍ତୁ; ବହୁ ରୋଗରୁ ମିଳିବ ମୁକ୍ତି; ବଢିବ ରୋଗ ପ୍ରତିରୋଧ ଶକ୍ତି

ଆମେ ଜାଣିଛେ ଶରୀର ପାଇଁ ଦୁଗ୍ଧ ଅତ୍ୟନ୍ତ ଉପକାରୀ। ଏଥିରେ ଅନେକ ଉପକାରୀ ଗୁଣ ରହିଛି। ତାହାସହିତ ଏଭଳି କିଛି ଜିନିଷ ମିଶାଇ ପିଅନ୍ତୁ, ଯାହା ଆପଣଙ୍କୁ ଅନେକ ରୋଗରୁ ମୁକ୍ତିଦେବ। ତାହାସହିତ ଆପଣଙ୍କୁ ସୁସ୍ଥ ରଖିବ ଏବଂ ଅନେକ ସଂକ୍ରମଣରୁ ମଧ୍ୟ ସୁରକ୍ଷା ଦେବ।
ଦୁଗ୍ଧରେ କିଛି ହଳଦି ମିଶାଇ ପିଇଲେ ତାହା ଆପଣଙ୍କୁ କର୍କଟ ରୋଗରୁ ସୁରକ୍ଷା ଦେବା ସହିତ ଭୂତାଣୁ ସଂକ୍ରମଣରୁ ମଧ୍ୟ ସୁରକ୍ଷା ଦେବ।
ଦୁଗ୍ଧ ସହିତ ଭଲଭାବରେ ଶୁଖାଯାଇଥିବା ବାଦାମ, ପିସ୍ତା ଆଦିକୁ ମିଶାଇ ପିଇଲେ ତାହା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ।
ଅଦାକୁ ଦୁଗ୍ଧରେ ମିଶାଇ ପିଇଲେ ସେଥିରେ ଥିବା ଲୋୖହସାର, କ୍ୟାଲସିୟମ, ଆଣ୍ଟି ଅକ୍ସିଡାଣ୍ଟ, ଭୂତାଣୁ ନିରୋଧୀ ତତ୍ତ୍ୱ ଆପଣଙ୍କ ଶରୀରକୁ ସୁରକ୍ଷିତ ରଖିବ।
କଖାରୁ ମଞ୍ଜି, ସୂର୍ଯ୍ୟମୁଖୀ ମଞ୍ଜି, ରାଶି ଆଦିକୁ ଦୁଗ୍ଧରେ ମିଶାଇ ପିଇଲେ ତାହା ଅନେକ ଋତୁକାଳୀନ ରୋଗରୁ ମୁକ୍ତି ଦେଇଥାଏ।
ଦୁଗ୍ଧ ସହିତ ଖଜୁରୀ ମିଶାଇ ପିଇଲେ ତାହା ଭୂତାଣୁ ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ। ତାହାସହିତ ସେଥିରେ ଭିଟାମିନ ଏବଂ ଲୋୖହସାର ଥିବାରୁ ଶରୀରକୁ ସୁସ୍ଥ ରଖେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories