www.samajalive.in
Saturday, December 6, 2025
19.1 C
Bhubaneswar

ଭାଗ୍ୟ ପରିବର୍ତ୍ତନ ପାଇଁ ମାର୍ଗଶୀର ମାସରେ କରନ୍ତୁ ଏହି କାର୍ଯ୍ୟ

ହିନ୍ଦୁ ପଞ୍ଚିକାରେ ନବମ ମାସ ହେଉଛି ମାର୍ଗଶୀର । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏହି ମାସକୁ ସର୍ବାଧିକ ପବିତ୍ର ମାସ ବୋଲି କୁହାଯାଏ । ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଯେ ମାସ ଗୁଡିକ ମଧ୍ୟରୁ ମୁଁ ହେଉଛି ମାର୍ଗଶୀର । ଏହି ମାସରେ ସତ୍ୟଯୁଗର ଆରମ୍ଭ ହୋଇଥାଏ ବୋଲି ମାନ୍ୟତା ରହିଛି ।

ଏହି ମାସରେ କଶ୍ୟପ ଋଷି କାଶ୍ମୀରର ରଚନା କରିଥିଲେ । ଏହି ମାସ ଜପ, ତପ ଏବଂ ଧ୍ୟାନ ପାଇଁ ସର୍ବୋତ୍ତମ ବୋଲି କୁହାଯାଏ । ଏହି ମାସରେ ପବିତ୍ର ନଦୀରେ ସ୍ନାନ କରିବା ବିଶେଷ ଫଳ ଲାଭ ହୋଇଥାଏ । ଚଳିତବର୍ଷ ମାର୍ଗଶୀର ମାସ ୨୪ ନଭେମ୍ବରରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ରହିବ ।

- Advertisement -

ମାର୍ଗଶର ମାସରେ ମଙ୍ଗଳ କାର୍ଯ୍ୟ କରିବା ବିଶେଷ ଫଳପ୍ରଦ ଅଟେ ।
ଏହି ମାସରେ ସନ୍ତାନ ପ୍ରାପ୍ତି ପାଇଁ ବରଦାନ ବହୁତ ସହଜରେ ମିଳିଥାଏ ।
ଏହା ସହ ଚନ୍ଦ୍ରମାଙ୍କ ଠାରୁ ଅମୃତ ତତ୍ବ ପ୍ରାପ୍ତି ହୋଇଥାଏ ।
ଏହି ମାସରେ କିର୍ତ୍ତନ କରିବା ଶୁଭ ଅଟେ ।
ମାର୍ଗଶୀର ମାସ ସଂଧ୍ୟା ବେଳେ ଉପାସନା ଅବଶ୍ୟ କରନ୍ତୁ ।
ଏହି ମାସରେ ପ୍ରତିଦିନ ଗୀତା ପାଠ କରନ୍ତୁ ।
ଏହି ମାସରେ ଭଗବାନ କୃଷ୍ଣଙ୍କ ଉପାସନା କରନ୍ତୁ ।
ତୁଳସୀ ପତ୍ର ଭୋଗ ଲଗାନ୍ତୁ ଏବଂ ଏହାକୁ ପ୍ରସାଦ ରୂପେ ପାଆନ୍ତୁ ।
‘‘ଓଁ ନମୋ ଭଗବତେ ବାସୁଦେବାୟ’’ ଜପ କରନ୍ତୁ ।
ଏହି ମାସରେ ଜୀରା ସେବନ କରିବା ଅନୁଚିତ୍ ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories