www.samajalive.in
Saturday, December 6, 2025
19.1 C
Bhubaneswar

ମାର୍ଗଶୀର ମାସ ; ଆପଣାନ୍ତୁ ଏହି ଉପାୟ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାର୍ଗଶୀର ମାସକୁ ଏକ ପବିତ୍ର ମାସ କୁହାଯାଏ। ଏହି ମାସରେ କିଛି ସ୍ୱତନ୍ତ୍ର କାର୍ୟ୍ୟ କରିବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଜାଣନ୍ତୁ ,ଏ ମାସରେ କେଉଁ କେଉଁ କାର୍ୟ୍ୟ କରିବା ଉଚିତ ……..
ଏହି ମାସରେ ସନ୍ତାନ ପ୍ରାପ୍ତି ପାଇଁ ବରଦାନ ବହୁତ ସହଜରେ ମିଳିଥାଏ ।
ଏହା ସହ ଚନ୍ଦ୍ରମାଙ୍କ ଠାରୁ ଅମୃତ ତତ୍ବ ପ୍ରାପ୍ତି ହୋଇଥାଏ ।
ଏହି ମାସରେ କିର୍ତ୍ତନ କରିବା ଶୁଭ ଅଟେ ।
ମାର୍ଗଶୀର ମାସ ସଂଧ୍ୟା ବେଳେ ଉପାସନା ଅବଶ୍ୟ କରନ୍ତୁ ।
ଏହି ମାସରେ ଭଗବାନ କୃଷ୍ଣଙ୍କ ଉପାସନା କରନ୍ତୁ ।
ଏହି ମାସରେ ଜୀରା ସେବନ କରିବା ଅନୁଚିତ୍ ।
ଏହି ମାସରେ ମଙ୍ଗଳକାର୍ୟ୍ୟ ବିଶେଷ ଲାଭ ଦେଇଥାଏ।
ଏହି ମାସରେ ଶ୍ରୀକୃଷ୍ଣଙ୍କର ଉପାସନା ଓ ପବିତ୍ର ନଦୀ ମାନଙ୍କରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ମାର୍ଗଶୀର ମାସରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ :
ଏହି ମାସରେ ଅଧିକ ନିରାମିଷ ଦ୍ରବ୍ୟ ଖାଇବା ଉଚିତ।
ଏହି ମାସରେ ନିୟମିତ ଗୀତା ପାଠ କରିବା ଉଚିତ।
ଭୋଗରେ ତୁଳସୀ ପତ୍ରର ବ୍ୟବହାର କରିବା ଉଚିତ।
ଏହି ମାସରେ ‘ଓଁ ନମୋ ଭଗବତେ ବାସୁଦେବାୟ’ ଏହି ମନ୍ତ୍ରର ଜପ କରିବା ଉଚିତ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories