ରେଙ୍ଗାଲି: ସମ୍ବଲପୁର-ଝାରସୁଗୁଡା ରେଳପଥର ପଣ୍ଡଲୋଇ, ଚାରପଡା-ଲପଙ୍ଗା ମଝିରେ ଜନୈକ ବୃଦ୍ଧ ରେଳ ଧାରଣାରେ କଟି ମୃତ୍ୟୁ ବରଣ କରିଥିବା ରେଳବାଇ ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି। ମୁତକର ବୟସ ପ୍ରାୟ ୬୦ ହେବ ବୋଲି ଅନୁମାନ କରାଯାଉଛି। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
Popular Categories



