www.samajalive.in
Tuesday, November 18, 2025
27.1 C
Bhubaneswar

ମାଲକାନଗିରିରେ କମିଛି ବର୍ଷା, ସାମାନ୍ୟ ସୁଧୁରିଛି ସ୍ଥିତି

ମାଲକାନଗିରି: ଖସିଛି ପାଣି କିନ୍ତୁ ସମ୍ଭବ ହୋଇପାରିନି ଯାତାୟାତ। ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ ପରିସ୍ଥିତିରେ କିଛିଟା ସୁଧାର ଆସିଛି। ପୋଟେରୁ ପୋଲରୁ ପାଣି ଖସିଛି। ଶନିବାର ଯେମିତି ପାଣି ଚାଲୁଥିଲା ଆଜି(ରବିବାର) ସେଭଳି ସ୍ଥିତି ନାହିଁ । ପାଣି କମ୍ ହୋଇଛି। ହେଲେ ପୋଟେରୁ ପୋଲର କିଛିଟା ଅଂଶ ନଷ୍ଟ ହୋଇଛି। ପ୍ରବଳ ଜଳପ୍ରବାହ ଯୋଗୁଁ ପୋଲର ସ୍ଲାବର କିଛି ଅଂଶ ଧୋଇ ନଷ୍ଟ ହୋଇଛି। ଫଳରେ ଏହି ରୁଟ୍ ଦେଇ ଯାତାୟାତ ଏବେ ବନ୍ଦ ରହିଛି। ସେହିପରି ପୋଟେରୁ, କନ୍ୟାଶ୍ରମ, ଏମଭି -୯୦ ଏବଂ ଏମଭି-୯୬ ପୋଲ ଉପରେ ମଧ୍ୟ ପାଣି କମିଛି। ତା ସହ ବର୍ଷା ବି ରାତିରେ ହୋଇନଥିବାରୁ ଏବେ ଚିନ୍ତା କମିଛି।

Hot this week

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

Related Articles

Popular Categories