ମାଲକାନଗିରି: ମାଲକାନିଗିରି ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀଙ୍କ ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ବାଚେଲିରେ ମାଓବାଦୀମାନେ ୫ଟି ଟ୍ରକ୍ ଜାଳି ଦେଇଛନ୍ତି। ସ୍ଥାନୀୟଅଞ୍ଚଳରେ କିଛି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତକାଲି ଦିନରେ ମାଓବାଦୀମାନେ ବସ୍ଫୋରଣରେ ଏକ ଟ୍ରେନ୍ ଲାଇନ୍ ଉଡାଇ ଦେଇଥିଲେ ।
Popular Categories



