ବାଲେଶ୍ୱର : ବାଲେଶ୍ୱର ଜିଲା ଗୋପାଳପୁର ବଜାର ଏଟିଏମ୍ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି। ମାତ୍ର ଏଟିଏମ୍ରୁ କେତେ ଟଙ୍କା ଲୁଟ୍ ହୋଇଛି ସେନେଇ କୌଣସି ସୂଚନା ମଳିପାରିନାହିଁ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ବାରମ୍ବାର ଏଭଳି ଲୁଟ୍ ଘଟଣା ମୁଣ୍ଡବ୍ୟଥାର କାରଣ ସାଜିଛି।
Popular Categories



