www.samajalive.in
Saturday, December 6, 2025
19.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଜଳେଶ୍ୱରରୁ ଅଢେଇ କୋଟି ଟଙ୍କା ମୂଲ୍ୟର ଧଳା ଜହର ଜବତ ; ୨ଜଣ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକ ଗିରଫ

ପାକ ଗୁଇନ୍ଦା ମୁଖ୍ୟ ନିଯୁକ୍ତି ବିବାଦ; ଆଇଏସଆଇ ମୁଖ୍ୟଦପ୍ତର ଗସ୍ତକଲେ ବାଜୱା

- Advertisement -

ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଚିହ୍ନଟ ହେଲେ ୫୫୬ ନୂଆ ଆକ୍ରାନ୍ତ

ସଂଗରୋଧରୁ ୩୨୪ ଓ ସ୍ଥାନୀୟ ସଂକ୍ରମିତ ୨୩୨

ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୭ ଜଣ ରହିଛନ୍ତି

ଅନୁଗୁଳ ଜିଲାରେ ୫, ବାଲେଶ୍ୱର ୧୦, ଭଦ୍ରକ ୮, ବଲାଙ୍ଗିର ୧, ବଉଦ ୭, କଟକରେ ୪୧ ଜଣ ଚିହ୍ନଟ

ଢେଙ୍କାନାଳରେ ୧, ଗଞ୍ଜାମ ୩, ଜଗତସିଂହପୁର ୧୧, ଯାଜପୁର ୧୧, ଝାରସୁଗୁଡା ୫, କେନ୍ଦ୍ରାପଡା ୮ ଏବଂ କେନ୍ଦୁଝରରେ ୩ ଜଣ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧାରେ ୩୦୫, କୋରାପୁଟ ୩, ମାଲକାନଗିରି ୧, ମୟୁରଭଞ୍ଜ ୧୫, ପୁରୀ ୧୨, ସମ୍ବଲପୁର ୧୭, ସୁନ୍ଦରଗଡ ୧୮ ଓ ଷ୍ଟେଟପୁଲରୁ ୭୧ ଚିହ୍ନଟ

ଦିନକରେ ୫୩୦ ଜଣ ସୁସ୍ଥ ହୋଇଛନ୍ତି

ଦେଶରେ ୧୩,୦୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୧୬୪ ମୃତ

ଦିନକ ମଧ୍ୟରେ ୧୬୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ସେହି ସମୟ ମଧ୍ୟରେ ୧୯,୪୭୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୪,୫୮,୮୦୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୧,୮୩,୧୧୮ ଜଣ କରୋନା ରୋଗୀ ରହିଛନ୍ତି, ଯାହା ୨୨୭ ଦିନ ମଧ୍ୟରେ ସବୁଠାରୁ କମ୍‍

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୨,୪୫୪କୁ ବୃଦ୍ଧିପାଇଛି

ସୋମବାର ସଂଧ୍ୟା ସୁଦ୍ଧା ମୋଟ ୯୮,୬୭,୬୯,୪୧୧ ପାନ ଟିକା ଦିଆଯାଇସାରିଛି

ଶ୍ରମିକଙ୍କୁ ସାଇକଲରୁ ଝାମ୍ପି ନେଲେ ଦୁଇ ଭାଲୁ

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories