ଦିନ ୧୧ଟା – ମୁଖ୍ୟ ଖବର

ଜଳେଶ୍ୱରରୁ ଅଢେଇ କୋଟି ଟଙ୍କା ମୂଲ୍ୟର ଧଳା ଜହର ଜବତ ; ୨ଜଣ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକ ଗିରଫ

ପାକ ଗୁଇନ୍ଦା ମୁଖ୍ୟ ନିଯୁକ୍ତି ବିବାଦ; ଆଇଏସଆଇ ମୁଖ୍ୟଦପ୍ତର ଗସ୍ତକଲେ ବାଜୱା

ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଚିହ୍ନଟ ହେଲେ ୫୫୬ ନୂଆ ଆକ୍ରାନ୍ତ

ସଂଗରୋଧରୁ ୩୨୪ ଓ ସ୍ଥାନୀୟ ସଂକ୍ରମିତ ୨୩୨

ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୭ ଜଣ ରହିଛନ୍ତି

ଅନୁଗୁଳ ଜିଲାରେ ୫, ବାଲେଶ୍ୱର ୧୦, ଭଦ୍ରକ ୮, ବଲାଙ୍ଗିର ୧, ବଉଦ ୭, କଟକରେ ୪୧ ଜଣ ଚିହ୍ନଟ

ଢେଙ୍କାନାଳରେ ୧, ଗଞ୍ଜାମ ୩, ଜଗତସିଂହପୁର ୧୧, ଯାଜପୁର ୧୧, ଝାରସୁଗୁଡା ୫, କେନ୍ଦ୍ରାପଡା ୮ ଏବଂ କେନ୍ଦୁଝରରେ ୩ ଜଣ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧାରେ ୩୦୫, କୋରାପୁଟ ୩, ମାଲକାନଗିରି ୧, ମୟୁରଭଞ୍ଜ ୧୫, ପୁରୀ ୧୨, ସମ୍ବଲପୁର ୧୭, ସୁନ୍ଦରଗଡ ୧୮ ଓ ଷ୍ଟେଟପୁଲରୁ ୭୧ ଚିହ୍ନଟ

prayash

ଦିନକରେ ୫୩୦ ଜଣ ସୁସ୍ଥ ହୋଇଛନ୍ତି

ଦେଶରେ ୧୩,୦୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୧୬୪ ମୃତ

ଦିନକ ମଧ୍ୟରେ ୧୬୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ସେହି ସମୟ ମଧ୍ୟରେ ୧୯,୪୭୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୪,୫୮,୮୦୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୧,୮୩,୧୧୮ ଜଣ କରୋନା ରୋଗୀ ରହିଛନ୍ତି, ଯାହା ୨୨୭ ଦିନ ମଧ୍ୟରେ ସବୁଠାରୁ କମ୍‍

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୨,୪୫୪କୁ ବୃଦ୍ଧିପାଇଛି

ସୋମବାର ସଂଧ୍ୟା ସୁଦ୍ଧା ମୋଟ ୯୮,୬୭,୬୯,୪୧୧ ପାନ ଟିକା ଦିଆଯାଇସାରିଛି

ଶ୍ରମିକଙ୍କୁ ସାଇକଲରୁ ଝାମ୍ପି ନେଲେ ଦୁଇ ଭାଲୁ

Comments are closed.