www.samajalive.in
Saturday, December 6, 2025
19.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଦୋହା ଚୁକ୍ତିକୁ ସମ୍ମାନ ଦେବାରେ ତାଲିବାନ ବିଫଳ ହୋଇଛି- ଆମେରିକା ସାମରିକ ମୁଖ୍ୟ

ରାଜ୍ୟରେ ୫୬୫ ନୂଆ ସଂକ୍ରମିତ ଚିହ୍ନଟ

- Advertisement -

ସଂଗରୋଧରୁ ୩୨୮ ଓ ସ୍ଥାନୀୟ ସଂକ୍ରମିତ ୨୩୭ ଜଣ

ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୬୩ ଜଣ ଶିଶୁ ଓ କିଶୋର ରହିଛନ୍ତି

ଦିନକ ମଧ୍ୟରେ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଅନୁଗୁଳ ଜିଲାରେ ୮, ବାଲେଶ୍ୱର ୨୮, ବରଗଡ ୨, ଭଦ୍ରକ ୬, ବଲାଙ୍ଗିର ୪ ଓ କଟକ ଜିଲାରେ ୬୧ ଜଣ ଚିହ୍ନଟ

ଦେବଗଡରେ ୩, ଢେଙ୍କାନାଳ ୫, ଗଞ୍ଜାମ ୪, ଜଗତସିଂହପୁର ୨୦, ଯାଜପୁର ୨୮ ଓ ଝାରସୁଗୁଡା ଜିଲାରେ ୨ ଜଣ ଚିହ୍ନଟ ହୋଇଛନ୍ତି

କଳାହାଣ୍ଡିରେ ୩, କନ୍ଧମାଳ ୫, କେନ୍ଦ୍ରାପଡା ୪, କେନ୍ଦୁଝର ୪, ଖୋର୍ଦ୍ଧାରେ ୨୫୬ ଚିହ୍ନଟ

କୋରାପୁଟରେ ୪, ମୟୁରଭଞ୍ଜ ୨୬, ନୟାଗଡ ୨, ନୂଆପଡା ୩, ପୁରୀ ୧୨ ଓ ରାୟଗଡାରେ ୨ ଜଣ ଚିହ୍ନଟ

ସମ୍ବଲପୁରରେ ୧୧, ସୁନ୍ଦରଗଡ ୬, ଷ୍ଟେଟପୁଲରୁ ୫୬ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୬୩୪ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୫୫୧୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

୨୪ ଘଣ୍ଟାରେ ମୃତ ୫ ଜଣଙ୍କ ମଧ୍ୟରୁ ଭଦ୍ରକରେ ଜଣେ, ଖୋର୍ଦ୍ଧାରୁ ୨ ଜଣ, ଜଗତସିଂହପୁର ଜିଲାରେ ଜଣେ ଏବଂ ପୁରୀ ଜିଲାରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ
ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୧୯୨ରେ ପହଞ୍ଚିଛି

ଦେଶରେ ଦିନକରେ ଚିହ୍ନଟ ହେଲେ ୧୮,୮୭୦ କରୋନା ସଂକ୍ରମିତ

ସଂକ୍ରମିତଙ୍କ ହାର ସଂପ୍ରତି ୧%ରୁ ତଳେ ଅର୍ଥାତ ୦.୮୪% ରହିଛି

ଦିନକ ମଧ୍ୟରେ ୨୮,୧୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦୈନିକ ସଂକ୍ରମଣ ହାର ୧.୨୫% ଏବଂ ସାପ୍ତାହିକ ସଂକ୍ରମଣ ୧.୮୨% ରହିଛି

ଏଥିସହିତ ଆରୋଗ୍ୟ ହାର ୯୮.୮୩% ରହିଛି

ଦେଶରେ ସଂପ୍ରତି ୨,୮୨,୫୨୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୯୪ ଦିନ ମଧ୍ୟରେ ସର୍ବନିମ୍ନ

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୬.୭୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି

ସେହି ସମୟ ମଧ୍ୟରେ ଦେଶରେ ମୋଟ ୮୭.୬୬ କୋଟି ପାନ କୋଭିଡ ଟିକା ଦିଆଯାଇଛି

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories