ରାଜଧାନୀରେ ମହିଳାଙ୍କ ଥାନା ଘେରାଉ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଦୁଇ ଜଣ ଦୁର୍ବୁତ୍ତ ଲୁହା ପାଇପରେ ମାରି ମହିଳାଙ୍କ ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶତାଧିକ ମହିଳା ଲକ୍ଷ୍ମୀସାଗର ଥାନା ଘେରାଉ କରଥିବା ଜଣାପଡ଼ିଛି।

Comments are closed.