www.samajalive.in
Sunday, December 14, 2025
26.1 C
Bhubaneswar

ହସିଲେ ଭଲ ମାତ୍ର ଅତ୍ୟଧିକ ହସିଲେ ହେଉଛି….

ଅତ୍ୟଧିକ ହସରୁ ମୃତ୍ୟୁ ହେଉଛି ,ମୃତ୍ୟୁର ଏକ ବିରଳ ରୂପ। ଅନବରତ କିଛି ସମୟ ହସିଲେ, ସାଧାରଣତଃ ହୃଦ୍‌ଘାତ କିମ୍ବା ଶ୍ୱାସକ୍ରିୟା ଅବରୋଧ ହୋଇଥାଏ, ଯାହା କାରଣରୁ ମୃତ୍ୟୁ ହେବାର ଆଶଙ୍କା ଅଧିକ। ପ୍ରାଚୀନ ଗ୍ରୀସ୍ ସମୟରୁ ଏବେର ଆଧୁନିକ ସମୟ ପର୍ଯ୍ୟନ୍ତ ହସ ଦ୍ୱାରା ସଂଖ୍ୟାଧିକ ମୃତ୍ୟୁ ରେକର୍ଡ ବି କରାଯାଇଛି।

କିନ୍ତୁ ଏଭଳି ଚିନ୍ତା କରି ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖିବା ବନ୍ଦ କରନ୍ତୁନି। ବିଶେଷଜ୍ଞ ଦଳ ମତରେ କମେଡି ଶୋ’ ଏକ ଚେତାବନୀ ସହ ପ୍ରସାରଣ ହେବା ଉଚିତ। କୌଣସି ହସ କଥାରେ ହସିଲାବେଳେ ଶ୍ବାସକ୍ରିୟାରେ ଅସୁବିଧା ହେଉଥିବା ନିଶ୍ଚୟ ଅନୁଭବ କରିଥିବେ। କେତେଜଣ ଅଧିକ ହସି ନ ପାରି ସେଇ ସ୍ଥାନ ଛାଡ଼ି ପଳାଇଆସନ୍ତି। ଅନ୍ୟ କେତେଜଣ ହସୁହସୁ କାନ୍ଦି ବି ପକାନ୍ତି। ଆଖିକୁ ଲୁହ ଆସିବା ଅର୍ଥ ହେଉଛି ଶରୀରକୁ କଷ୍ଟ ହେଉଛି। ଜଣେ ବ୍ୟକ୍ତି ସେହି ପରିସ୍ଥିତିରେ ସଚେତନ ହୋଇ ହସିବା ସ୍ଥାନରୁ ଉଠିଆସିବା ହିଁ ବୁଦ୍ଧିମାନର କାମ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories