www.samajalive.in
Saturday, December 6, 2025
26.1 C
Bhubaneswar

ଦାଦନ ଶ୍ରମିକ ଚାଲାଣ ପଛରେ ଲାଇବ୍ରେରୀଆନ୍‌

କଣ୍ଟାବାଞ୍ଜି: ଦାଦନ ଶ୍ରମିକ ଚାଲାଣ କରି ଫସିଲେ କଲେଜ ଲାଇବ୍ରେରୀଆନ୍ । ବଲାଙ୍ଗୀର କଣ୍ଟାବାଞ୍ଜିର ପ୍ରକାଶ ବେହେରା କେଭି କଲେଜରେ ଲାଇବ୍ରେରୀଆନ୍ ଭାବରେ କାମ କରନ୍ତି। ଭାଇ ବ୍ରଜେଶ ବେହେରା ସହ ମିଶି ପ୍ରତିବର୍ଷ ହଜାର ହଜାର ବେଆଇନ ଦାଦନ ଶ୍ରମିକ ଚାଲାଣ କରୁଥିଲେ। ତେବେ ତାଙ୍କ ଘରେ ଚଢାଉ କରି ପୁଲିସ୍‌ ୫୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହାସହ ପ୍ରକାଶଙ୍କ ଘରୁ ୧ ଲକ୍ଷ ୬୭ ହଜାର ନଗଦ ଟଙ୍କା ସହ ୧୫ଟି ବ୍ୟାଙ୍କ୍‌ ପାସ୍‌ବୁକ୍ , ସୁନା ଚେନ୍ , ବନ୍ଧୁକ ଏବଂ କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ କରିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories