www.samajalive.in
Sunday, December 14, 2025
26.1 C
Bhubaneswar

ଅପହୃତ ନାବାଳକ ଉଦ୍ଧାର, ୩ ଅଟକ

କୋରାପୁଟ: ଖେଳପଡ଼ିଆରୁ ଅପହୃତ ନାବାଳକୁ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଜୟପୁର ଟାଉନ ଥାନା ଅଞ୍ଚଳରୁ ଅପହୃତ ନାବାଳକୁ ପୁଲିସ ଉଦ୍ଧାର କରିଛି। ନାବାଳକକୁ ଅପହରଣ କରିଥିବା ଅଭିଯୋଗରେ ୩ଜଣ ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି। ପୁଲିସ ଅଟକ ରଖିଥିବା ୩ଜଣ ଅଭିଯୁକ୍ତ ମଧ୍ୟରୁ ଜଣେ ନାବାଳକ ଥିବା ସୂଚନା ମିଳିଛି। ଅପହୃତ ନାବାଳକଙ୍କ ମୁକ୍ତି ପାଇଁ ୬୦ଲକ୍ଷ ଦାବି କରି ଫସିଲେ ଅଭିଯୁକ୍ତ। ନାବାଳକକୁ ଗତ ୨୫ ତାରିଖରୁ ଅପହରଣ କରି ଭିନ୍ନ ଭିନ୍ନ ସ୍ଥାନରେ ରଖିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories